ଜାତୀୟ ରାଜପଥ 57 ସଂପଡା ନିକଟରେ ଆଜି ସଂନ୍ଧ୍ୟାରେ ଏକ ବୋଲେରୋ ପିକପ ଭ୍ୟାନ ସଂପଡା ଛକରେ ରାସ୍ତା ର ବିପରୀତ ଦିଆଗରେ ରହିଥିବା ମହିନ୍ଦ୍ରା ଟ୍ରାକ୍ଟର ଧକା ଦେଇଥିଲା. ଯଦ୍ୱାରା ଉଭୟ ଗାଡିର ସମୁଖ ଭାଗ ଭାଙ୍ଗିଯାଇଥିବାର ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି.

Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments