ସ୍କୁଲ ଉପରୁ ମିଳିଲା ୨ ମନିଟର ୨ ହେଡ ଫୋନେ
ନୟାଗଡ ଜିଲ୍ଲା ମାଇଛେଳି ପଞ୍ଚାୟତ ଚିନ୍ତାମଣି ବିଦ୍ୟା ପିଠ ସଂପଡା ସ୍କୁଲରେ ଚୋରୀ ହୋଇଥିବା ମନିଟର ସନ୍ଧାନ ମିଳିଛି. ନୂଆଗାଁ ପୋଲିସ ଘଟଣାର ସନ୍ଧାନ କରିବା ସମୟର ସ୍କୁଲ ଆଖପାଖ ସ୍ଥାନ ଖୋଜା ଖୋଜି ଜାରି ରଖିଥିଲା. ସନ୍ଦେହ ରେ ସ୍କୁଲ ଛାତ ଠାରୁ ଅଖପାଖରେ ଥିବା ସ୍ଥାନ ଖୋଜାଖୋଜି ଆରମ୍ଭ ହୋଇଥିଲା.
ଖୋଜୁ ଖୋଜୁ ପାଖରେ ଥିବା ପ୍ରାଇମେରୀ ସ୍କୁଲ ମଧ୍ୟରେ ଥିବା ଗୋଦାବରୀଶ କକ୍ଷ ଛାତ ଉପରେ ପଡିଥିବାର ଦେଖିବାକୁ ମିଳିଥିଲା. ୨ଟି ମନିଟର ସହିତ ୨ ଟି ହେଡ଼ ଫୋନେ ଜବତ କରିଛି ନୂଆଗାଁ ପୋଲିସ.ଆଉ ବାକିରହିଲା ଦୁର୍ବୃତ୍ତ ମନେ ଧରାପଡ଼ିବା ଘଟଣା.
0 Comments