୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ନିକଟରେ ଗୁରୁବାର ସନ୍ଧ୍ୟାରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ୍ଯୁ ଘଟିଛି l ମୃତକ ଜଣଙ୍କ ହେଲେ ଖମାରସାହି ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର୍ ଗ୍ରାମର ଜାଗର ନାୟକ ବୋଲି ଜଣାପଡିଛି l ଦୁର୍ଘଟଣା ଘଟାଇଥିବା ବାଇକ୍ ନମ୍ବର ହେଉଛି ଓଡି ୨୫ ଏନ୍ ୦୫୮୫ l
0 Comments