ନୂଆଗାଁ ବ୍ଲକ ପରିସରରେ ୧୦ ତମ ହେଲପିଙ୍ଗ ଦ ହେଲ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.

 


ଆଜି ମିଳିଥିବା ସୂଚନା ଅନୁସାରେ.[ମାନ୍ୟବର ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆୟୋଜିତ ହୋଇଥିବା ନୂଆଗାଁ ବ୍ଲକ୍ ଠାରେ Art of giving କାର୍ଯ୍ୟକ୍ରମ. ଆଜିର କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ମଧ୍ୟରେ କାର୍ଯ୍ୟ ରତ ସମସ୍ତ ଆଶା କର୍ମୀ ନେଇ ଆଜିର ଏହି କାର୍ଯ୍ୟକ୍ରମ. ନୂଆଗାଁ ବ୍ଲକ ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.


ଏହି ଅବସରରେ ମାନ୍ୟବର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି, ନୟାଗଡ଼ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ତତ ସହିତ ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା,ବିଡିଓ ,୧୭ଯୋନ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ନୂଆଗାଁ ପଞ୍ଚୟତର ସରପଞ୍ଚ ଓ ସମିତିସଭ୍ୟା ପ୍ରମୁଖ ଯୋଗଦେଇଥିଲେ. ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦେଶ୍ୟ ସାହାଯ୍ୟ କାରୀଙ୍କୁ ସାହାଯ୍ୟ କର. ସାଧରଣ ଭାବରେ ସମାଜ ପ୍ରଗତି ମହିଳାଙ୍କ ଉପରେ ନ୍ୟସ୍ତ ହୋଇଥାଏ. ସେ ମା, ସ୍ତ୍ରୀ  ଶିକ୍ଷୟତ୍ରୀ, ଆଶାକର୍ମୀ, ଅଙ୍ଗନବାଡି ସମସ୍ତେ ସମାଜର ଉର୍ନତି କାରଣରେ ସହାୟକ ହୋଇଥାନ୍ତି. ଆଜି ହେଉଛି ସେହି ମହିଳା ମାନଙ୍କ ପାଇଁ ଦିନଟିଏ.

ସାଧାରଣ ଭାବରେ ସ୍ୱାସ୍ଥ୍ୟଗତ କାର୍ଯ୍ୟକ୍ରମ ରେ ଆଶା କର୍ମୀ ମନେ ସମାଜର ମୁଖ୍ୟ ସ୍ରୋତର ପ୍ରଥମ ସୈନିକ ଭାବରେ କାମକରିଥାନ୍ତି. ସେଥିପାଇଁ ଆଜିର ଦିନଟି ହେଲପିଙ୍ଗ ଦ ହେଲ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ କରାଯାଇଛି.ମାନ୍ୟବର ସାସଂସଦ ଅଚୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ବିଶ୍ୱର ୧୨୦ଟି ଦେଶରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ମାନ୍ୟବର ବିଧାୟକ ଦଶପଲ୍ଲା କୃତଜ୍ଞନ୍ତା ଜଣାଇ ଅଛନ୍ତି। ସାବା ଶେଷରେ ୭୦ଜଣ ଆଶାକର୍ମୀଙ୍କୁ ସାନମାନୀତ କରାଯାଇଥିଲା

Post a Comment

0 Comments