ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ


 ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଆଜି ଓଡ଼ିଶା ସାମ୍ବାଦିକ ସଙ୍ଘ (OJU) ତରଫରୁ ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ପୂର୍ବତନ ସାଂସଦ ପ୍ର. ଡ଼ ପ୍ରସନ୍ନ କୁମାର ପଟ୍ଟଶାଣି, ସଂମ୍ମାନିତ ଅତିଥି ଜଟଣୀ ବିଧାୟକ ରାଜ୍ୟର ତୁଙ୍ଗ ରାଜନେତା ଶ୍ରୀ ସୁରେଶ ରାଉତରାୟ, ମୁଖ୍ୟବକ୍ତା ସମୀକ୍ଷାର ସମ୍ପାଦକ ଡ଼ଃ ମହେଶ୍ୱର, ସଂମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ ଦାଶ, OJU ରାଜ୍ୟ ସଭାପତି ରାଜ୍ୟର ବରିଷ୍ଠ ସାମ୍ବାଦିକ ଶଶୀ ଭୂଷଣ ପ୍ରହରାଜ ପ୍ରମୁଖ ଓଡ଼ିଶାର 400ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ଥିଲେ ।

Post a Comment

0 Comments