ଅଜାଙ୍କ ପାଠାଗାର ସଂଗ୍ରହାଳୟ ଦେଖି ଖୁବ୍ ଖୁସି ପ୍ରକଟ କଲେ ନେଦରଲ୍ୟାଣ୍ଡ ବ୍ୟାଙ୍କ ଅଧିକାରୀ ଶ୍ରୀ

 


ଓଡିଶା ପାଠାଗାର ଆନ୍ଦୋଲନର ସ୍ରଷ୍ଟା ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ଦେଖି ଖୁବ୍ ଖୁସି ପ୍ରକଟ କଲେ ନୟାଗଡ ସହରର ବାସିନ୍ଦା ତଥା ସୁଦୂର ନେଦରଲ୍ୟାଣ୍ଡ ରେ ରହୁଥିବା ନେଦରଲ୍ୟାଣ୍ଡ ବ୍ୟାଙ୍କ ଅଧିକାରୀ ଶ୍ରୀ ପାରିତୋସ। ନେଦରଲ୍ୟାଣ୍ଡ ର ବିଭିନ୍ନ କଳାକୃତି, ପେଣ୍ଟିଂ ଓ ପୁରାତନ ସାମଗ୍ରୀମାନ ନେଦରଲ୍ୟାଣ୍ଡ ରୁ ନିୟମିତ ଭାବେ ଆଣି ଦାସିଆ ଅଜାଙ୍କ ସଂଗ୍ରହାଳୟରେ ନିଜ ପରିବାର ନାମରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ସ୍ଥାପନ କରିବେ ଶ୍ରୀ ପାରି ତୋସ। ଏ ସମ୍ପର୍କେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ସହିତ ଶ୍ରୀ ପାରିତୋସ ଆଲୋଚନା କରିଛନ୍ତି। ଶ୍ରୀ ପାରିତୋସ ଙ୍କ ମହାନ ଉଦ୍ୟମକୁ ନୟାଗଡ ସହରର ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ସ୍ବାଗତ କରାଯାଉଛି।

Post a Comment

0 Comments