ସୋରଡ଼ା ଛକରୁ ନାବାଳକ ଉଦ୍ଧାର

 

 


ନୂଆଗାଁ ବ୍ଲକ ସଦରମହକୁମାରୁ ଜଣେ ନାବାଳକକୁ ଚାଲଡଲାଇନ ଉଦ୍ଧାର କରିଥିବାର ଜଣାପଡିଛି. ସୂଚନା ଥାଉକି ନାବାଳକ ଜଣକ ହେଲେ ଶୁଭକିଲ ଇସଲାମ, ପିତା ରାଜକଲି, ଆଟ -ଗୋ୍ୱାହାଟି (ଗାନ୍ଧୀନାଗ)ପିଏସ -ଚନମାରି. ନିଜ ବାପା ସହିତ ଗୋହାଟି ରୁ କେରଳ ଯାଉଥିବା ବେଳେ ଭୁଲେ ଓଡିଶା ଟ୍ରେନ ପୂରୀ ଚାଲିଆସିଥିଲା. ତତ ପରେ ପୁରୀରୁ ନୂଆଗାଁ ଟ୍ରେନ ରେ ଆସିଥିଲା. ଦୁଇଦିନ ସୋରଡ଼ା ଅଂଚଳରେ ବୁଲୁଥିବା ବେଳେ ଗ୍ରାମବାସୀ ଉଦ୍ଧାରକାରୀ ନୂଆଗାଁ ପୋଲିସ କୁ ହସ୍ତାନ୍ତର କରିଥିଲେ. ନୂଆଗାଁ ଥାନା ପୋଲିସ ନୟାଗଡ଼ ଚାଇଲଡ ଲାଇଙ୍କୁ ଖବର ଦେବା ପରେ ସେମାନେ ଆସି ନୂଆଗାଁ ଥାନରୁ ନାବାଳକକୁ ଉଧାର କରି ଥିଲେ । ନାବଳକ ର ପରିବାର କୁ ସୂଚନା ଦେବା ପାଇଁ ସୂଚନା ଦେଇଥିଲେ । ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଲ ସମିତି କାର୍ଯ୍ୟାଳୟ ହଜାର କରଯାଇଥିଲା ପରେ ନାବାଳକକୁ ନୟାଗଡ କଳା ପରିଷଦ ରଖା ଯାଇଥିବାର ସୂଚନା ମିଳିଛି . ଘଟାଣ ସ୍ଥଳାରେ ନୟାଗଡ ଚାଇଲ୍ଲାଇନ କଉନ୍ସିଲର ଚନ୍ଦ୍ର ଶେଖର ବେହେରା ,ବିକ୍ରମ ପ୍ରଧାନ ଓ ନୂଆଗାଁ ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏ ଆଜି ସକାଳୁ ସୂଚନା ଚାଇଲଡ ଲାଇନ କର୍ମଚାରୀ ଚନ୍ଦ୍ରଶେଖର ବେହେରା ସୂଚନା ଦେଇଅଛନ୍ତି.

Post a Comment

0 Comments