ନୂଆଗାଁ ବିଭିର୍ଣ୍ଣ ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ.

 


ନୂଆଗାଁ ବିଭିର୍ଣ୍ଣ ଅଞ୍ଚଳରେ କାଳ ବୈଶାଖୀର ପ୍ରବାହ. ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣ ରେ ହଠାତ କାଳବୈଶାଖୀ ମାଡି ଆସିଥିଲା. ପ୍ରବଳ ମାତ୍ରାରେ ପବନ ଘଡଘଡି ସହିତ କୁଆପଥର ବର୍ଷା ହୋଇଥିଲା.

ଦୀର୍ଘ ଏକଘଣ୍ଟା ଧରୀ କାଳବୈଶାଖୀ ତାଣ୍ଡବ ରଚଥିଲା. ତାର ସୋରୂପ ବିଭିର୍ଣ୍ଣ ସ୍ଥନାରେ ଗଛ ଭାଙ୍ଗିଲା ରାସ୍ତା ବରୋଧ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା. ନୂଆଗାଁ, କୋରଡ଼ା, ଖାଲମଡା, ମସ୍କାବାରୀ, ବାଲଣ୍ଡା, ମହୀପୁର ଆଦି ଅଞ୍ଚରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା.ପ୍ରବଳ ପବନ ଘଡଘଡି ସହିତ କୁଆ ପଥର ବର୍ଷା ସମସ୍ତ ଅଂଚଳରେ ଚଞ୍ଚଲ୍ୟ ଖେଳାଇ ଖେଳାଇ ଥିଲା କେତେକ ସ୍ଥାନରେ ଦେଖିବାକୁ ମିଳିଥିଲା ବଡ ବଡ ବିରାଟ ସାଳ ଗଛ ଭାଙ୍ଗି ରାସ୍ତା ଉପରେ ପଡିଥିଲା. କିଛି ସମୟ ଧାରୀ ଯାତାୟାତରେ ବାଧା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା. ସେହିପରି ତେକ ବ୍ୟକ୍ତିଙ୍କର ଘର ଉପର ଚାଲ ଉଡିଯାଇଥିବାବେଳେ ପାଣିଟାଙ୍କି ସହିତ କୋରଡ଼ା ଗ୍ରାମରେ ଛାତରେ ଲାଗିଥିବା ସୋଲାର ପେନାଲ ତାଳେପାଡ଼ି ଗୁଣ୍ଡ ହୋଇଯାଇଥିଲା.

Post a Comment

0 Comments