ଖାଲମଡା ଗ୍ରାମରୁ କୂଅରୁ ବଳଦ ଉଦ୍ଧାର.

 


ଖାଲମଡା ଗ୍ରାମରୁ କୂଅରୁ ବଳଦ ଉଦ୍ଧାର. ଆଜିମିଳିଥିବା ସୂଚନା ଅନୁସାରେ ନୂଆଗାଁ ପଞ୍ଚାୟତ ଖଳାମାଡା ଗ୍ରାମରେ ଦିଲୀପ ବାରିକ ଙ୍କ କୂଅରେ ଏକ ବଳଦ ପଡିଯାଇଥିଲା. ଆଜି ଆପ୍ରହ୍ନରେ ପ୍ରବଳ ମାତ୍ରା ରେ ବର୍ଷା ପବନହେବା ଦ୍ୱାରା ଗ୍ରାମର ଏକ ବ୍ଲଡ଼ ଦୌଡ଼ି ଯାଉଥିବା ସମୟରେ ଜାଣି ନ ପରି କୂଅରେ ଖସି ପଡିଥିଲା.ଏ ସୂଚନା ପାଇ ନୂଆଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଜନସାଧରଣଙ୍କ ସହାୟତାରେ ବଳଦ ଟିକୁ କୂଅରୁ ବାହାର କରିଥିଲେ.

Post a Comment

0 Comments