ଚିନ୍ତାମଣି ବିଦ୍ୟାଳୟପିଠ ସଂପଡା ହାଇସ୍କୁଲ ରେ ଚୋରୀ.

 



ନୟାଗଡ ଜିଲ୍ଲା ମାଇଛେଳି ପଞ୍ଚାୟତ ମଧ୍ୟରେ ଥିବା ଚିନ୍ତାମଣି ବିଦ୍ୟାପୀଠ ମଧ୍ୟରୁ ଗଲାରାତିରେ କୋମ୍ପୁଟର ଲ୍ୟାବ ରୁମ ତାଲାଭାଙ୍ଗୀ ୨ ଦୃବୃତ୍ତ ସିସିଟିଭି ଭାଙ୍ଗିବା ସହିତ ୨ଟି ମନିଟର ନେଇଯାଇଥିବାର ସୂଚନା ମିଳିଛି. ସ୍କୁଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟରେ କଏଦ ହୋଇଛି. ମୁଁହରେ କପଡା ଲଗାଇ ପ୍ରଥମେ ତାଲା ଭାଙ୍ଗି ରୁମଭିତରେ ପଶିଥିଲେ ତତ ପରେ ସିସିଟିଭି କ୍ୟାମେରା ଭାଙ୍ଗି ୨ଟି ମନିଟର ନେଇ ଯାଇଥିବାର ସୂଚନା ମିଳିଛି.ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଚି.

Post a Comment

0 Comments