ବାରମ୍ବାର ବିଦୂତ କାଟ, ଅସହ୍ୟ ହେଲେଣି ବିଦୂତ ଉପୋଭୋକ୍ତା.

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା କୋରଡ଼ା, ମହୀତମା, ଅମ୍ବଝରୀ, ଖାଲମଡା, ଉଦୟପୁର, ଶିଖରଗୋଚ୍ଛା ଗ୍ରାମରେ ବାରମ୍ବାର ବିଦୂତ କାଟ ହେବାରୁ ଏହିଗ୍ରାମର ବିଦୂତ ଉପୋଭୋକ୍ତା ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି. ସୂଚନା ଯୋଗ୍ୟ ଏବେ ୩ ଦିନ ଧାରୀ ଗ୍ରୀଷ୍ମ ପ୍ରବାହ ବଢିବା ଦ୍ୱାରା ଅସହ୍ୟ ଗରମ ସହିତ ଗୁଳୁଗୁଳି ଜନଜୀବନ ଅସ୍ତ ବ୍ୟସ୍ତ କରିଦେଲାଣି. ଏହିସବୁ ଗ୍ରାମରେ ବାରମ୍ବାର ବିଦୂତ କାଟ ହେବାଦ୍ବାରା ଜନସାଧରଣ ମଧ୍ୟରେ ଅସନ୍ତୋଷ ବଢିଚାଲିଛି.

କିନ୍ତୁ କଣ ପାଇଁ ବାରମ୍ବାର ବିଦୂତ କାଟ କରାଯାଉଛି ସେନେଇ ଅଭିଯୋଗ କଲେମଧ୍ୟ ସୁଫଳ ମିଳୁନି ଯଉ ଅସୁବିଧାକୁ ସେୟା. ଯଦି ଏଭଳି ବାରମ୍ବାର ହୁଏ ବାଧ୍ୟହୋଇ ରାଜରାସ୍ତା କୁ ଓଲ୍ହାଇ ପ୍ରତିବାଦ କରାଯିବ ବୋଲି ଆଲୋଚନା ହେଉଛି.

Post a Comment

0 Comments