ନୂଆଗାଁ ସଦର ମହକୁମାରେ ଥିବା ପ୍ରାଣିଚିକିତ୍ସାଳୟ ମଧ୍ୟରେ ଆଜି ବନରାଜ କୁକୁଡ଼ା ଚିଆଁ ହିତାଧିକାରୀ କାରୀଙ୍କୁ ବଣ୍ଟନ କରାଯାଇଛି. ସୂଚନା ମୁତାବକ ସାଧାରଣ ଭାବରେ ହରିଜନ ଆଦିବାସୀ ହିତାଧିକାରୀ କାରୀଙ୍କୁ ସ୍ୱାବଲମ୍ବୀ କରିବାପାଇଁ. ସରକାରଙ୍କ ତରଫରୁ ଏହି ଯୋଜନା ମାଧ୍ୟମରେ କିଭଳି କୁକୁଡ଼ା ପାଳନ କରି ତାହାକୁ ବିକ୍ରୟ କରି ରୋଜଗାର କ୍ଷମ ହୋଇପାରିବେ. ନୂଆଗାଁ ପ୍ରାଣିକେନ୍ଦ୍ରର ଡାକ୍ତର ସୁଧାଂଶୁ ଚନ୍ଦ୍ର ମହାପାତ୍ର ସୂଚନା ଦେଇ ଅଛନ୍ତିଯେ ହରିଜନ ଆଦିବାସୀ ହିତାଧିକାରୀଙ୍କୁ ବନରାଜ କୁକୁଡ଼ା ମାଗଣା ଦିଆଯିବା ସହିତ କୁକୁଡାଙ୍କର ରକ୍ଷଣା ବେକ୍ଷଣ ପାଇଁ ଅନଲାଇନ 500ଟଙ୍କା ଦିଆଯାଇଛି.
ନୂଆଗାଁ, ଉଦୟପୁର,ପାରାଢ଼ିପି, ଗୁମି ପଞ୍ଚୟତ ର 110ଜଣ ହିତାଧିକାରୀ କାରୀଙ୍କୁ ବନରାଜ କୁକୁଡ଼ା ଚିଆଁ ଦିଆଯାଇଥିଲା.ଆଗରୁ 55ଟି କୁକୁଡ଼ା ଚିଆଁ ଦିଆଯାଇଥିବା ବେଳେ ଆଜି 55ଟି ଦିଆଯାଇଥିଲା.
0 Comments