ନୟାଗଡ ଜିଲ୍ଲା ମହିପୁର ବନବିଭାଗ ଅଧିନସ୍ଥ ମହିତମା ବିନବିଭାଗ କାର୍ଯ୍ୟ ମଧ୍ୟରେ ଶୁଭ ଉଦ୍ଘାଟିତ ହେଲା ବନପାଳଙ୍କ କାର୍ଯ୍ୟାଳୟ ଓ ବାସଗୃହ। ବହୁଦିନ ଦିନ ଧରି ସ୍ଥାଇ ବାସଗୃହ ଓ କାର୍ଯ୍ୟଳୟ ଅଭାବ ରହିଥିଲା ମହିତମା ବନବିଭାଗ କର୍ମଚାରୀଙ୍କ ପାଇଁ । ଆଜି ନୂତନ ଭାବରେ ନିର୍ମାଣ ହୋଇଥିବା କାର୍ଯ୍ୟଳୟ ଓ ବାସଗୃହ ର ଶୁଭ ଉଦ୍ଘାଟନ ହୋଇଯାଇଛି ଆଜିର । ନୟାଗଡ ବନ ଖଣ୍ଡ ଅଧିକାରୀନୀ କ୍ଷମା ଶଢଙ୍ଗୀ , ACF ସ୍ବେତାଲିନା ସାହୁ, ମହିପୁର ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିଲେ ।
ଦୟବିକ ରୀତି ନୀତିରେ ହୋମ କରଯାଇଥିଲା ।
ନୟାଗଡ ବନ ଖଣ୍ଡ ଅଧିକାରୀନୀ କ୍ଷମା ଶଢଙ୍ଗୀ ରିବନ କାଟି କାର୍ଯ୍ୟାଳୟ ଓ ବନରକ୍ଷୀଙ୍କ ବାସ ଗୃହକୁ ଶୁଭ ଉଦ୍ଘାଟନ କରିଥିଲେ । ଆଜିର ଏହି କାର୍ଯ୍ୟ କ୍ରମରେ ବନବିଭାଗର ସମସ୍ତ କର୍ମଚାରୀ ଓ କୋରଡ ,ମହିତମା ଗ୍ରାମର ବୁଦ୍ଧିଜୀବୀ ଓ ଗ୍ରାମର କମିଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
0 Comments