ନୂତନ ବିଜୁଯୁବ ଭବନ ଉଦଘାଟନ କାର୍ଯକ୍ରମପାଇଁ ପ୍ରସ୍ତୁତି ବୈଠକ ଯୋଗଦେଲେ ଦଶପଲ୍ଲା ବିଧ୍ୟାୟକ

 



ନୟାଗଡ ଜିଲ୍ଲା (ନୂଆଗାଁ )ନୂଆଗାଁ ବ୍ଲକର ସଦର ମକୁମରେ ରେ ଥିବା ଡାକବଙ୍ଗଳା ମଧ୍ୟରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଆହ୍ଵାନ କ୍ରମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ବୈଠକରେ ନୂଆଗାଁ ବ୍ଲକର ବିଭିର୍ନ୍ନ ପଞ୍ଚାୟତରୁ  ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜ଼ିଲ୍ଲା ପରିଷଦ ସଭ୍ୟା,ଉପାଧ୍ୟକ୍ଷ ଓ ବରିଷ୍ଠ କର୍ମକର୍ତା (ବିଜୁ ଯୁବ,ଛାତ୍ର ଓ ମହିଳା) ଉପସ୍ଥିତ ରହିଥିଲେ ବୈଠକରେ ହୋଇଥିବା ନିସ୍ପତି ଅନୁସାରେ ଚଳିତ ମାସ ତା ୨୫ତାରିଖ ଦିନ  ନୁଆଗାଁ ଠାରେ ନୂତନ ଭାବରେ ଉଦଘାଟନ ହେବାକୁ ଯାଉଛି  ବିଜୁ ଯୁବ ଭବନ । ଏହି କାର୍ଯକ୍ରମକୁ କିଭଳି ସରସ ସୁନ୍ଦର କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ବେହେରାଙ୍କ ସମସ୍ତେ ନୂଆଗାଁ ବ୍ଲକର ସମସ୍ତ ବିଯୁଜନତା ଦଳର ବରିଷ୍ଠ ,ଯୁବ କର୍ମୀମାନେ ଉପସ୍ଥିତ ରହିଥିଲେ ।

Post a Comment

0 Comments