ନୂଆଗାଁ ବ୍ଲକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଳକ ତୁଳନାରେ ଏ ବର୍ଷ ବାଳିକା ମାନେ ବାଜିମାତ କରି ଅଛନ୍ତି । ମିଳିଥିବା ସୂଚନା ମୁତବକ ନୂଆଗାଁ ବ୍ଲକ ମଧ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ରେ ବାହାଦ୍ଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଧାଂଶୁବାଳା ସାହୁ ୫୫୫ ,ଶୋଭାଲିନ ସାହୁ ୫୪୭ ସେହିପରି ସୋମନାଥ ଦେବ ବିଦ୍ୟାପୀଠ ହରିପୂର ୨ ଛାତ୍ର ଏ୧ ରାକେଶ କୁମାର ପ୍ରଧାନ ୫୪୯ ,ରୁଦ୍ର ନାରାୟଣ ମିଶ୍ର ୫୪୪ ନମ୍ବର ରଖିଥିବାର ସୂଚନା ମିଳିଛି ।
ସେହିପରି ନୂଆଗାଁ ହାଇସ୍କୁଲ ମାଟ୍ରିକ ପରୀକ୍ଷା ଫଳାଫଳ 74ରୁ 72ପାସ ୨ ଫେଲ. ମାଟ୍ରିକ ପରୀକ୍ଷା ଫଳାଫଳ ସୋମନାଥ ଦେବ ବିଦ୍ୟାପୀଠ
ହରିପୂର ୭୨ /୭୧ ପାସ ୧ ଅନୁପସ୍ଥିତ ଛାତ୍ର A1 ଦୁଇଜଣ ।
ଶୋଭାଲିନ ସାହୁ ୫୪୭
ଗ୍ରାମ ପଂଚାୟତ ହାଇସ୍କୁଲ ବେରୁଅଂବାରି ୫୮/୫7 ପାସ୧ ଫେଲ। ପଂଚାୟତ ହାଇସ୍କୁଲ କୋରଡା ୪୯ /୪୮ ଫେଲ ୧ । ସରକାରୀ ହାଇସ୍କୁଲ ବାହାଡଝୋଲା୨୭/୨୭, ଚିନ୍ତାମଣି ବିଦ୍ୟାପୀଠ ସଂପଡା୬୧ -୬୦ ପାସ ଜେନ ଅନୁପସ୍ଥିତ।ଜନଶକ୍ତି ହାଇସ୍କୁଲ ଚାହାଳି ୪୯ - ୪୯ ପାସ, ଜଗନ୍ନାଥପ୍ରସାଦ ହାଇସ୍କୁଲ ୭୭ - ୭୭ ପାସ ।ସରକାରୀ ଉଚ୍ଚ ବିଦ୍ୟାଳୟ ମହିପୁର ୮୬/୮୫ ପାସ ୧ ଫେଲ । ଖବର ସଂଗ୍ରହ ପର୍ଯ୍ୟନ୍ତ ଏହି ସବୁ ବିଦ୍ୟାଳୟର ସୂଚନା ମିଳିଥିଲା ।ସରକାରୀ ହଜାରି UGHS ୪୫ ରୁ ୪୩ ପାସ ୨ ଜଣ ଫେଲ ।
ରୁଦ୍ର ନାରାୟଣ ମିଶ୍ର ୫୪୪
ଓମପ୍ରକାଶ ବେହେରା ୫୪୭ ,ପଂଚାୟତ ହାଇସ୍କୁଲ ,ବକଳ ବନ୍ଧ
0 Comments