ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘ ର ପ୍ରଥମ ବାର୍ଷିକ ସାମୀଳନି ପାଇଁ ପ୍ରସ୍ତୁତି ବୈଠକ

 

ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘ

                                      ( ଆମ ସ୍ଵାଭିମାନ ଆମରି ସ୍ଵର)

ନୂଆଗାଁ ବ୍ଲକ ସଦର ମହକୁମାରେ ଆଞ୍ଚଳିକ ସାମ୍ବାଦିକ ସଂଘ ତାର ପ୍ରଥମ ବାର୍ଷିକ ସମିଳନୀ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ନୂଆଗାଁ ବ୍ଲକ ଅଧକ୍ଷ୍ୟାଙ୍କ ପ୍ରତିନିଧି ସଂକର୍ଷଣ ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ । ତତ ଅହିତ ସଂଘର ସଭାପତି ଶିବଦତ ପାତ୍ର ,ସମ୍ପାଦକ ହୃଦାନଦ ଶାସମଲ ସମେତ ବିଭିର୍ଣ୍ଣ ଗଣମାଧ୍ୟମର ସମସ୍ତ ସାମ୍ବାଦିକ ଉପସ୍ଥିତି ଉପସ୍ଥିତ ରହିଥିଲେ । ନିସ୍ପତି କ୍ରମେ ଚଳିତ ବର୍ଷ ତା ୨୪/ ୦୫ /୨୦୨୩ ରିଖ ଦିନ ପ୍ରଥମ ବାର୍ଷିକ ସମିଳନୀ ଅନୁଷ୍ଠିତ ହେବାପାଇଁ ନିସ୍ପତି ହୋଇଅଛି। ଚଳିତ ବର୍ଷ ଏକ ନିଆରା ଢଙ୍ଗରେ ଅନୁଷ୍ଠିତ ହେବ ବାର୍ଷିକ ସମିଳନୀ ସଂଘ ସଭାପତି ସୂଚନା ଦେଇଅଛନ୍ତି ।  

Post a Comment

0 Comments