ଦଶପଲ୍ଲା : - ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ୱର୍ ଜାତୀୟ ରାଜପଥ ଟାକରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ସୂଚନା ଅନୁସାରେ ମୃତକ ଜଣଙ୍କ ଟାକରା ଅଞ୍ଚଳ ର ଉମା ଚରଣ ବେହେରା ବୟସ ୬୦ ରୁ ୭୦ ବର୍ଷ ହେବ ବୋଲି ଜଣାପଡିଛି ।ଖବରପାଇ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
0 Comments