ନୂଆଗାଁ ବ୍ଲକ ସଭା ଗୃହରର ଶିଶୁ ପାଇଁ ଦିନଟିଏ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ଆନୁକୂଲ୍ୟରେ ମିଶନ ବତ୍ସଲ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି । ଆଜିର ସଭାରେ ଶିଶୁ ସୁରକ୍ଷା, ବାଲ୍ୟବିବାହା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରରେ ହେଉ ବାପଞ୍ଚାୟତ,ଗ୍ରାମ୍ୟା ସ୍ତରରେ ବାଲ୍ୟବିବାହା କୁ ରୋକିବା, କଣ ପାଇଁ ବାଲ୍ୟବିବାହା ହେଉଚି ସମସ୍ତ ବିଷୟକୁ ନେଇ ଆଲୋଚନା ହୋଇଥିଲା। କିଭଳି ଭବାରର ଗ୍ରାମାଞ୍ଚଳରେ ବାଲ୍ୟବିବାହ ରୋକଯାଇ ପାରିବ। ତତ ସହିତ ପାସ୍କୋ କେସ ମାଧ୍ୟମରେ କିପରି ଅପରାଧୀକୁ ଧରାଯିବ ସେନେଇ ଆଲୋଚନା କରାଯାଇଥିଲା। ଝିଅ ମାନଙ୍କର ଶିକ୍ଷା କିପରି ମାଗଣା କରାଯିବ। ତତ ସହିତ ବାଳ ଅପରାଧୀ ଙ୍କ ବିଷୟରେ ଆଲୋଚନା କରାଯାଇଥିଲା. ଆଜିର ଏହି ମିଶନ ବତ୍ସଲ୍ୟ ଦିବସ ରେ ନୂଆଗାଁ ବିଡ଼ିଓ ସଚଦାନ୍ଦ ମିଶ୍ର, ଅଧକ୍ଷା ଲଷ୍ମୀପ୍ରିୟା ବେହେରା,17ଯୋନ ଜିଲ୍ଲା ପରିଷଦ ସଭ୍ୟା ପତିମା ଦଳବେହେରା, ସିଡିପିଓ ଏବଂ ନୟାଗଡ଼ ରୁ ଆସିଥିବା ଶିଶୁଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗଦେଇଥିଲେ. ନୂଆଗାଁ ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ.
0 Comments