ନୂଆଗାଁ ବ୍ଲକ ୯୬ କେନ୍ଦ୍ରରେ ଆରମ୍ଭ ହେଲା ପଛୁଆବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ


ନୂଆଗାଁ ବ୍ଲକ  ୯୬ କେନ୍ଦ୍ରରେ ଆରମ୍ଭ ହେଲା ପଛୁଆବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର 22ଟି ପଞ୍ଚାୟତର 96ଟି କେନ୍ଦ୍ରରେ ପଛୁଆବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ଆଜିଠାରୁ ଆରମ୍ଭ ହୋଇଯାଇଛି  । ଏଥି ପାଇଁ ୧୨୦ ଜଣ ଗଣନାକାରୀ ଭ୍ବାରେ ଅଙ୍ଗନବାଦୀ କର୍ମୀ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ୧୦ ଜଣ ସୁପରଭାଇଜର ଙ୍କୁ ନିଯୁକ୍ତି ଦିଆ ଯାଇଛି । ଏହି ସର୍ଭେର ମୂଳଲକ୍ଷ ଓଡିଶାରେ ଥିବା ପଛୁଆ ବର୍ଗର ଲୋକମଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ମୁଖ୍ୟ ଉଦେଶ୍ୟ।

ସମଗ୍ର ରାଜ୍ୟରେ ଚଳିତ ବର୍ଷ ୦୧ ମେ ରିଖରୁ ଆରମ୍ଭ ହୋଇ ୨୦ ମେ ରିଖ ପର୍ଯ୍ୟନ୍ତ ଓ ତା ପରେ ୨୧ ମେ ରିଖରୁ ୨୭ ମେ ଋଖ ପର୍ଯ୍ୟନ୍ତ ସ୍ଵତନ୍ତ୍ରସର୍ବେକ୍ଷଣ କାର୍ଯ୍ୟ କ୍ରମ ଚାଲିବ ।ଏହି ସର୍ଭେ ମାଧ୍ୟମରେ ମୁଖ୍ୟତ ପଛୁଆ ବର୍ଗର ଲୋକମଙ୍କର ବୃତ୍ତି,ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାରର ଲୋକମାନେ କେଉଁପ୍ରକାର ଶିକ୍ଷାନୁଠାନ ଅଧ୍ୟୟନ କରିଛନ୍ତି । ସେ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବ

Post a Comment

0 Comments