ନୂଆଗାଁ ବ୍ଲକ ପରିସରରୁ ଭ୍ରାମ୍ୟା ମାଣ ରଥକୁ ଶୁଭାରମ୍ଭ ହୋଇଯାଇଛି. । ସ୍ୱତନ୍ତ୍ର ଭାବରେ ଏହି ରଥ ଭ୍ରମଣ କରିବାର ମୁଖ୍ୟ ଉଦେଶ୍ୟ ହେଲା 21ତାରିଖରୁ 27 ପର୍ଯ୍ୟନ୍ତ ଘର ଘର ବୁଲି ଅଙ୍ଗନବାଡ଼ି କର୍ମଚାରୀ ମନେ ଏହି ସର୍ଭେ କରିବେ ସେଥିପାଇଁ ସମସ୍ତ ଜନସାଧରଙ୍କୁ ଅନୁରୋଧ କରାଯାଉଛି ସର୍ଭେ କାର୍ଯ୍ୟକ୍ରମରେ ଯୋଗଦେଇଥିବା କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ. ଯଦ୍ୱାରା ସରକାରଙ୍କର ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ହୋଇପାରିବ.ଏହି ରଥଟି ଆଜି ମାଳିସାହି, ଢ଼େକେଣା, ଚାହାଳି,ଦୁରୁଦୁରା ବଡଗୋଠ,ମାଇଛେଳି, କୋରଡ଼ା, ସୋରଡ଼ା, ଉଦୟପୁର, ଶିକ୍ରୀଡା, ନୂଆଗାଁ ପଞ୍ଚାୟତ ଭ୍ରମଣ କରି ସଚେତନତା ବାର୍ତା ଦେଇଥିଲେ.
ନୂଆଗାଁ ବିଡ଼ିଓ ଆଜି ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପ୍ରଚାର ମାଧ୍ୟମରେ ପଛୁଆ ବର୍ଗର ଲୋକଙ୍କ ସର୍ଭେ କେନ୍ଦ୍ର ପରିଦର୍ଶନ କରିଥିଲେ। ୦୧ /୦୫ /୨୩ ରୁ ଆରମ୍ଭ ହୋଇ ୨୭/୦୫/୨୩ ପର୍ଯ୍ୟନ୍ତ ଜାରି ରହିବ। । ଆକାଉଣ୍ଟସ୍ ଅଫିସର, ଡବ୍ଲୁଇଓ ଏବଂ ସୁପରଭାଇଜରଙ୍କ ଉପସ୍ଥିତିରେ ନୂଆଗାଁ ବ୍ଲକରେ SEBC ସର୍ଭେର ମାଇକିଂ |ଆଜିର ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବିଡ଼ିଓ ସମେତବ୍ଲକ ଆକାଉଣ୍ଟ ଅଫିସର, ଡବ୍ଲୁଇଓ ଏବଂ ସୁପରଭାଇଜରଙ୍କ ଉପସ୍ଥିତ ରହିଥିଲେ.
0 Comments