ପ୍ରକାଶ ପାଇଲା ଚଳିତ ବର୍ଷ +2 ଉପଶାସ୍ତ୍ରୀ ପରୀକ୍ଷା ଫଳ.ମୀନକେତନ ମେମୋରିଆଲ ସଂକୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ୯୯.୯୯%

 ପ୍ରକାଶ ପାଇଲା ଚଳିତ ବର୍ଷ +2 ଉପଶାସ୍ତ୍ରୀ ପରୀକ୍ଷା ଫଳ.

ଭାରତୀ ଯାନୀ ୪୬୦,(ପ୍ରଥମ )
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଧ୍ୟରେ ଥିବା ଏକମାତ୍ର ସଂକୃତ ମହାବିଦ୍ୟାଳର ମୀନକେତନ ମେମୋରିଆଲ ସଂକୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ. ସୂଚନା ମୁତାବକ ଶ୍ରୀ ଜଗନ୍ନାଥ ସଂକୃତ ବିଶ୍ୱବିଦ୍ୟାଳର ଆଜି ପ୍ରକାଶ ପାଇଲା ଉପଶାସ୍ତ୍ରୀ ପରୀକ୍ଷା ଫଳ. ଯେଉଁ ଥିରେ ମୀନକେତନ ମେମୋରିଆଲ ସଂକୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୯୯.୯୯% ଉତୀର୍ଣ୍ଣ ହୋଇ ଅଛନ୍ତି. ଚଳିତ ବର୍ଷ ସମୁଦାୟ ୩୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ୧୫ଜଣ, ଦ୍ୱିତୀୟ ଶ୍ରେଣୀରେ୨୧ଏବଂ ତୃତୀୟ ଶ୍ରେଣୀରେ ଜଣେ କୃତକାର୍ଯ୍ୟ ହୋଇଥିବା ବେଳେ 1ଜଣ ଫେଲ ହୋଇଥିବାରୁ ସୂଚନା ମିଳିଛି. ସମ୍ପୂର୍ଣ ପରୀକ୍ଷା ଫଳକୁ ଅନୁଧ୍ୟାନ କଲେ


ରଶ୍ମିତା ପ୍ରଧାନ ୪୫୬(ଦିତୀୟ ),

ତୁସିସି ନାୟକ ୪୫୧ (ତୃତୀୟ )

ନମ୍ବର ରଖି ଅଛନ୍ତି

Post a Comment

0 Comments