ନୂଆଗାଁ ବ୍ଲକ ପରିସରରୁ ଆରମ୍ଭ ହେଲା ଆଧାର ରଥ, ପତକା ଦେଖାଇ ଶୁଭାରମ୍ଭ କଲେ ସ୍ଥାନୀୟ ବିଡ଼ିଓ.

 


ନୂଆଗାଁ ବ୍ଲକ ପରିସରରୁ ଆଧାର ସଚେତନତା ରଥକୁ ଶୁଭାରମ୍ଭ ହୋଇଯାଇଛି. ଆଜି ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର ଅନୁଷ୍ଠାନିକ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି.


ଏହୀରଥର ମୁଖ୍ୟ ଉଦେଶ୍ୟଆଧାର ଉପଭୋକ୍ତ ମନେ ଯାହାର 2015 ପୂର୍ବବାରୁ ଆଧାର କାର୍ଡ ପଞ୍ଜିକୃତ ହୋଇଅଛି.ସେମାଙ୍କର ଆଧାର ଡକୁମେଣ୍ଟ ଭେରିଫିକେସନ ନିତାନ୍ତ ଅବଶ୍ୟକ.

ନ କଲେ ଆଧାରକାର୍ଡ ଅକାମି ହୋଇଯିବ. କୌଣସିକାମରେ ଲାଗିବ ନାହିଁ. ସେଥିପାଇଁ ସମସ୍ତ ଜନସାଧାରଣ ବ୍ଲକ ପରିସରରେ ଥିବା ଆଧାର କେନ୍ଦ୍ରରେ ଆସି ସମସ୍ତ ଡକୁମେଣ୍ଟ ସହିତ ଭେରୀଫକେସନ କରିବା ନିତାନ୍ତ ଆବଶ୍ୟକ.


Post a Comment

0 Comments