ନୟାଗଡ ଜିଲ୍ଲା ଜାତୀୟରାଜପଥ 57 ସୋରଡ଼ା ନିକଟରେ କାଲି ବିଳମ୍ବିତ ରାତିରେ ଘଟିଛି ଦୃଘଟଣା.ସ୍ଥାନୀୟ ଜନସାଧରଣ ଯାହା ସୂଚନା ଦେଇଛନ୍ତି ବାଇକ ବିଳମ୍ବିତ ରାତିରେ ଏକ ଟ୍ରକ ବାଇକ ଆରୋହୀଙ୍କୁ ଧକା ଦେଇ ଘଟଣା ସ୍ଥଳରୁ ଚାଲିଯାଇଥିଲା. ବାଇକ ଆରୋହୀ ରାସ୍ତା ଉପରେ ପଡ଼ି ଗୁରୁତ୍ୱର ହୋଇ ପଡ଼ିଥିଲେ. ମୁଣ୍ଡରେ ଆଘାତ ଲାଗିଥିଲା. ଆମ୍ବୁଲାନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରଯାଇ ଅଛି. ସେ ବ୍ୟକ୍ତିଟି ଓଡ଼ଶର ଗ୍ରାମର ସୂଚନା ମିଳିଛି.
0 Comments