ଏପ୍ରିଲ ୧୧ରେ ପାଳନ ହେବ ବିଶ୍ୱ ଛେନାପୋଡ଼ ଦିବସ


 ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନର ଅଭିନବ ପ୍ରଚେଷ୍ଟା l ନୟାଗଡ଼ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏପ୍ରିଲ 11ରେ ପାଳନ ହେବ ବିଶ୍ୱ ଛେନାପୋଡ଼ ଦିବସ l ଏ ନେଇ ସମସ୍ତ ବିଭାଗର ଜିଲ୍ଲା ମୁଖ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଲେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ  l

Post a Comment

0 Comments