ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଥାନା ପରିସରରେ ପାରମ୍ପରିକ ଭାବରେ ବହୁ ବର୍ଷ ଧରୀ ଅନୁଷ୍ଠିତ ହେଉଛି ତ୍ରିନାଥ ଠାକୁରଙ୍କର ବାର୍ଷିକ ଉତ୍ସଵ. ଆଜି ସୁପ୍ରଭାତରୁ ଠାକୁରଙ୍କମନ୍ଦିର ମଧ୍ୟରେ ଦୈବୀକ ରୀତିନୀତି ଅନୁସାରେ ହୋମ,ଯଜ୍ଞ,ପୂଜାପାଠ ଅନୁଷ୍ଠିତ ହୋଇଯାଇଥିଲା, ନୂଆଗାଁ ଥାନା ଅଧିକାରୀଣୀ ପୁଷ୍ପଲତା ବେହେରା ଙ୍କ ତତ୍ବାବଧାନରେ ପୂଜାପାଠ କରାଯାଇଥିଲା।
ଆଜି ଥାନା ପରିସରରେ ଭକ୍ତ ମାନଙ୍କ ସମାଗମ ହୋଇଥିଲା. ଅଞ୍ଚର ବୁଦ୍ଧିଜୀବୀ ଅବଳା ବୃଦ୍ଧବନିତା ଏକତ୍ରିତ ହୋଇଥିଲେ. ପୂଜା ସେସରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଆଜିର ଏହି ପୂଜାରେ ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ.
0 Comments