ଆଛୁପଡା ଚକ୍କ ନିକଟରେ ଦୃଘଟଣା ୧ଜଣ ଆହତ ୧ଜଣ ମୃତ

 



ନୟାଗଡ  (ନୂଆଗାଁ )ଜାତୀୟ ରାଜପଥ ୫୭ ଆଛୁପଡା ନିକଟରେ ଘଟିଛି ଭୟଙ୍କର ଦୃଘଟଣା । ଦୃଘଟଣା ର ହଟ ସ୍ପାଟ ପାଲଟିଛି ଅଛୁପଡା ଛକ । ବିଗତ ଦିଆନରେ ଏହି ସ୍ଥାନରେ ବାରମ୍ବାର ଦୁଘଟଣା ଘଟୁଛି । ଆଜି ସେଭଳି ଏକ ଭୟଙ୍କର ଦ୍ରୁଘଟଣା ଘଟିଛି । ଦୃଘଟନାରେ ୧ଜଣ ମରୁତ ୧ଜେନ ଗୁରୁତର ହୋଇଥିବାର ସୂଚନା ମିଳୁଛି । ମିଳିଥିବା ସୂଚନା ଅନୁସାରେ ଦଶପଲ୍ଲା ରୁ ନୟାଗଡ ଯାଉଥିବା ସମୟରେ ଏକ କଳା ରଙ୍ଗର ପଲ୍ସର ବାଇକ ଗଛରେ ଧକା ଦେଇଥିଲା ।ଅଗ୍ନିସମ ଗଡିଦ୍ବାର ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରଯାଇଛି


ଦୁର୍ଘଟଣାରେ ଜଣେ ବ୍ଯକ୍ତି ମ୍ରତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମ୍ରୁତକଂକ ନାମ ବିଜୟ କୁମାର ପ୍ରଧାନ ଓ ଗୁରୁତର ଜଣକ ବୁଲୁ ସାହୁ। ଉଭୟେ ନିଜ ବାଇକ୍ ଓଡି ୦୨ ବିୟୁ ୫୭୭୨ ନବରଙ୍ଗପୁରରୁ ନିଜ ଗ୍ରାମ ରଣପୁର ଥାନା ଅନ୍ତର୍ଗତ ଲଖନପୁର ଫେରୁଥିବା ବେଳେ ଆଛୁପଡାଠାରେ ବାଇକ୍ ରାସ୍ତାକଡ ଏକ ଗଛ ସହିତ ଧକ୍କା ହୋଇ ଏଭଳି ଦୁଃଖଦ ଘଟଣା ଘଟିଛି।

Post a Comment

0 Comments