ପୁରୀର୪୨ଟିନାମ


 ୧)ଶ୍ରୀପୁରୁଷୋତ୍ତମ  (୨) ଶଙ୍ଖନାଭି ମଣ୍ତଳ ( ୩)ଯାମନିକ ତୀର୍ଥ

 (୪) କମ୍ବୁ କଟକ, (୫) ଶ୍ରୀକ୍ଷେତ୍ର , (୬) ଉଡ୍ରପୀଠ(୭) ଚରିତ୍ରପୁର, (୮)ଭୌମକ୍ଷେତ୍ର ୯) ଚେଳିତୋଳ ୧୦)ଦଶାବତାର କ୍ଷେତ୍ର, 


(୧୧) ନୀଳାଚଳ, (୧୨) ନୀଳଗିରି, (୧୩) ନୀଳକନ୍ଦର ଧାମ, (୧୪) ନୀଳଶୈଳ, (୧୫) ନୀଳାଦ୍ରି,

(୧୬) ନୀଳସୁନ୍ଦର ପର୍ବତ, (୧୭) ନୀଳସୁନ୍ଦର ଭୂମି, (୧୮) ନିର୍ବାଣ ଧାମ, (୧୯) ନୀଳାଖ୍ୟଶୈଳ, (୨୦) ପୁରୀ, 


(୨୧) ପୁରସ୍ତମ, (୨୨) ପୁରୁଷୋତ୍ତମକ୍ଷେତ୍ର, (୨୩) ପତିତପାବନକ୍ଷେତ୍ର, (୨୪) ପାଦପୀଠ, (୨୫) ବିମଳା ‌କ୍ଷେତ୍ର (୨୬) ବୈକୁଣ୍ଠ ପୁରୀ (୨୭) ଭୁସ୍ୱର୍ଗ (୨୮) ଚେଳିତୋତଳ (୨୯) ମର୍ତ୍ତ୍ୟ ବୃନ୍ଦାବନ (୩୦) ମର୍ତ୍ତ୍ୟ ବୈକୁଣ୍ଠ


 (୩୧)  ଉଡ୍ଡାୟାନ ପୀଠ,(୩୨) ଶଙ୍ଖକ୍ଷେତ୍ର  (୩୩) ଓତ୍ୟାଣ ପୀଠ, (୩୪)ଶଙ୍ଖନାଭି କ୍ଷେତ୍ର ( ୩୫) ଶଙ୍ଖବର୍ତ୍ତି ମଣ୍ତ୍ରଳ(୩୬) କ୍ଷେତ୍ର (୩୭) ଶ୍ରୀ ଜଗନ୍ନାଥ ଧାମ(୩୮) ଶ୍ରୀଧାମ (୩୯) ଶ୍ରୀପୁରୁଷୋତ୍ତମ ଆଳୟ(୪୦)ଶ୍ରୀଭୂମି(୪୧)ଶ୍ରୀପିଠ(୪୨) ଭଦ୍ରକ୍ଷେତ୍ର


🟢ଭାରତର ଚାରିଧାମ ମଧ୍ୟରୁ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ ହେଉଛି ପ୍ରଧାନ 


🟡ଏହା କ୍ଷେତ୍ର ଓ ତୀର୍ଥ ନାମରେ ମଧ୍ୟ ପରିଚିତ । ଏହି ଧାମର ରହିଛି ବୟାଳିଶିଟି ନାମ ।


🔵ଭାରତରେ ଏହା ଏକ ବିରଳ ଦୃଷ୍ଟାନ୍ତ । କୌଣସି ଧାମ, କ୍ଷେତ୍ର ବା ତୀର୍ଥର ବୟାଳିଶିଟି ନାମ ରହିଥିବାର ଜଣାଯାଇ ନାହିଁ । ଏହା ହିଁ ସୂଚାଇ ଦିଏ ମହାପ୍ରଭୁଙ୍କ ଧାମର ପ୍ରାଚୀନ ଐତିହ୍ୟକୁ ।


🔴 ଏହି ନାମ ଗୁଡ଼ିକର ଐତିହ୍ୟ"ଶେ ଅନୁଶୀଳନ କଲେ ଜଣାଯାଉଛି ଏ ସବୁ ଶାସ୍ତ୍ରୀୟ-ଐତିହାସିକ-ଦାର୍ଶନିକ ଭିତ୍ତିଭୁମିକର । ଉପରେ ପର୍ଯ୍ୟବେସିତ ।


⭐️ସମସ୍ତ ନାମର ପଛ ଭାଗରେ ଏକ ସୁଦୀର୍ଘ ପ୍ରାଚୀନପରମ୍ପରା ରହିଥିବା ଜଣାଯାଏ । ପ୍ରତ୍ୟେକ ନାମକୁ ନେଇ ଗୋଟିଏ ଗୋଟିଏ ମାନ । ଗବେଷଣାପ୍ରବନ୍ଧ ସୃଷ୍ଟି ହୋଇପାରିବ ।

Post a Comment

0 Comments