କୋରଡ଼ା ନିକଟରେ ଦୃଘଟଣା, ତିନିଜଣ ଗୁରୁତର.

 


ନୟାଗଡ ଜିଲ୍ଲା ଜାତୀୟ ରାଜପଥ 57 କୋରଡ଼ା ନିକଟରେ ଦୁଘଟଣା. ୨ଟି ବାଇକ ଦୃଘଟଣା ଗ୍ରସ୍ତ. ବାଇକ ପଛପଟୁ ବାଇକ ଧକା ଦେବାରୁ ଘଟଣା ସ୍ଥଳରେ ୩ ଜଣ ଗୁରୁତର ହୋଇ ପଡିଛନ୍ତି. ତାଙ୍କୁ ଅଗ୍ନିଶମ ଗଡ଼ି ଦ୍ୱାରା ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି.


ସେ ମନେହେଲେ ଯଟିଆ ସାହୁ ଗ୍ରାମ ଗୋଲାଗୋଳ, ଜିତେନ୍ଦ୍ର ବାରିକ ଗ୍ରାମ ରାଧାନାଥପୁର, ପ୍ରଦୀପ ପ୍ରଧାନ ଗ୍ରାମ ନୂଆଗାଁ. ଗୁରୁତର ଭାବେ ଆଘାତ ଲାଗିଥିବାର ସୂଚନା ମିଳିଛି.

Post a Comment

0 Comments