ଉଦୟପୁର ହାତୀମୁଣ୍ଡା ସରଂକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ ,ନାକେଦମ ବନବିଭାଗ

 



ନୟାଗଡ ଜିଲ୍ଲା (ନୂଆଗାଁ ) ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ପରିମାଣରେ ବଢିବା ସହିତ ଅସହ୍ୟ ଗୁଳୁଗୁଳିମନିଷ ,ପ୍ରାଣିଜଗତ ,ଉଦ୍ଭିଦ ଜଗତକୁ ଛାରଖାର କରିଦେଲାଣି । ଏତେବେଳେ ଦୃବୃତ ମାନେ ଜଙ୍ଗଲରେ ନିଆଁ ଲଗାଇବା ଏକ ନୀତିଦିନିଆ ଘଟଣା । ବନବିଭାଗ ଦ୍ଵାରା ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବିଭିର୍ଣ୍ଣ ପଦକ୍ଷେପ ନିଆଁ ଯାଉଛି ହେଲେବି କିଛି କୁଚକ୍ରୀ ଦୃବୃତ ନିଜର ଫାଇଦା ହାସଲ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ମଜାନେଉଛନ୍ତି । ଆଜି ସେଭଳି ଆକ ଘଟନା ଘଟିଛି ହାତିମୁଣ୍ଡା ସରଂକ୍ଷିତଜଙ୍ଗଲ ଉଦୟ ନିକଟରେ। କିଛି ଦୃବୃତ ନିଆଁ ଲଗାଇ ଦେଇ ଘଟଣା ସ୍ଥଳରୁ ଚମ୍ପଟ ମରିଛନ୍ତି ଖବରପାଇ ବନବିଭାଗ ଘଟନା ସ୍ଥଳରେ ଅପହଞ୍ଚି ନିଆଁ  କୁ ଆକଟ କରିବା ପାଇଁ ଲାଗିଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଗୁଳୁ ଗୁଳି ବାଧକ ସାଜିଥିଲା ନିଆଙ୍କୁ ଆକଟ କରିବା ପାଇଁ କିନ୍ତୁ ଦୁଇ ଘଣ୍ଟା ପରିଶ୍ରମ କଲାପରେ ନିଆଁ କୁ ଅକାଟ କରିଥିଲା ବନବିଭାଗ । ଘଟଣା ସ୍ଥଳରେ ବନପାଳ ରାକେଶ କୁମାର ସାହୁ ,ବନରକ୍ଷୀ ଶ୍ରୀକାନ୍ତ ନାୟକ ସମେତ ୫ ଜଣ ଫାଇୟାର ସ୍କୁଆର୍ଡ ଯୋଗ ଦେଇଥିଲେ

Post a Comment

0 Comments