ଜାତୀୟରାଜପଥ ୫୭ ସଂପଡା ନିକଟରେ ଅଜଣା ଗାଡି ଧାକାରେଜଣେ ଗୁରୁତର । ଆଜି ରାତି ପ୍ରାୟ ୯.୩୦ ସମୟରେ ଏକ ଗ୍ଲାମୋର ହିରୋ ବାଇକ ଯୋଗେ ଜଣେ ଯୁବକ ନୟାଗଡରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ସଂପଡା ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକା ଦେବା ଦ୍ଵାରା ସେ ରାସ୍ତାର ବାମ ପାର୍ଶ୍ଵରେ ବାଇକ ରୁ ଖସିପଡିଥିଲେ ।
କିନ୍ତୁ ଦୃଘ୍ତଟଣାର ତୀବ୍ରତା ଅତେଥିଲା ଜେଇ ବଇକଟି ରାସ୍ତାର ଡାହାଣ ପରଶ୍ଵ ରାସ୍ତା ତଳକୁ ଖସି ପଡିଥିଲା। ସ୍ଥାନୀୟ ଜନସାଧାରଣ ଉଧାର କରି ଅଗ୍ନିସମ ବହିନି ଦ୍ଵାରା ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି। ଖବର ସଂଗ୍ରହ ସମୟରେ ସେହିବ୍ୟକ୍ତିଙ୍କ ପରିଚୟ ମିଳିନହିଁ ।
0 Comments