କୋରଡ଼ା ଲଙ୍କାପୋଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ.

 


ନୟାଗଡ ଜିଲ୍ଲା କୋରଡ଼ା ଲଙ୍କାପୋଡ଼ି ଯାତ୍ରା ଅଞ୍ଚଳର ଏକ ବିଶିଷ୍ଟ ପର୍ବ ଭାବରେ ବହୁ ଆବାହନ କାଳରୁ ହେଉ ଅଛି. ଏହି ଯାତ୍ରା କୁ ଚଳିତ ବର୍ଷ ସରସ ସୁନ୍ଦର କରିବା ପାଇଁ ଆଜି ସନ୍ଧ୍ୟାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଅଛି. ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ବୈଠକ୍ତି କୋରଡ଼ା ଗ୍ରାମ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି.


ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ କୋରଡ଼ା ଲଙ୍କାପଡ଼ି ଆସନ୍ତା ତା -୧୮.୦୪.୨୦୨୩ ରିଖ ଠାରୁ ତା-୨୧.୦୪.୨୩ ରିଖ ପର୍ଯ୍ୟନ୍ତ ହେବ. ନୂଆଗାଁ ବ୍ଲକ ମଧ୍ୟରେ ଏକମାତ୍ର କୋରଡ଼ାଗଡ଼ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ର ସଫଳ ଆୟୋଜନ ନିମନ୍ତେ ଏହି ପ୍ରସ୍ତୁତି ବୈଠକ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମହୋଦୟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଗ୍ରାମ ସଭାପତି,ସମ୍ପାଦକ ଓ ଗ୍ରାମବାସୀ ବୃନ୍ଦ ଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l

Post a Comment

0 Comments