ବାହାଡ଼ାଝୋଲା ବଡ଼ସାହିରୁ କୁଟୁରା ଉଧାର।

 



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଂଚାୟତର ବଡ଼ସାହି ରୁ ଏକ କୁଟୁରା ଉଧାର କରିଛି ବନବିଭାଗ।


ସୁଚନା ମୁତାବକ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଚଳ ଅଧୀନସ୍ଥ ବାହାଡ଼ା ଝୋଲା ପଂଚାୟତର ବଡାସାହି ମଧ୍ୟରେ ଏକ ଜଙ୍ଗଲୀ କୁଟୁରା ପସିଆସିଥୀଲା ଗ୍ରାମବାସୀ ଖବର ପାଇ ବାହାଡ଼ା ଝୋଲା ଫରେଷ୍ଟର ଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ବାହାଡ଼ା ଝୋଲା ଫରେଷ୍ଟର ସନାତନ ସ୍ବାଇଁ ପହଂଚି ଜଙ୍ଗଲୀ କୁଟୁରାକୁ ଉଧାର କରି ସାଧାରଣ ଚିକିତ୍ସା କରୀ ଲୁହାର ଖଣୀ ଜଙ୍ଗଲ ରେ ଛାଡିଥିବା ସୁଚନା ଦେଇଛନ୍ତି । ଏଥିରେ ଫରେଷ୍ଟର ସନାତନ ସ୍ବାଇଁ ଙ୍କ ସହିତ ସମସ୍ତ ଷ୍ଟାଫ୍ ସହଯୋଗ କରିଥିଲେ। ସୁଚନା ଆଜି ସନାତନ ସ୍ବାଇଁ ଆଜି ଦେଇ ଅଛନ୍ତି

 

Post a Comment

0 Comments