ନୂଆଗାଁ ବ୍ଲକ ମଧ୍ୟରେ ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୬ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ।

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ଡାକବଙ୍ଗଳା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୬ତମ ଶ୍ରାଦ୍ଧ ଦିବସ  ଅବସରରେ ଆଜି ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଆହ୍ଵାନ କ୍ରମେ ନୂଆଗାଁ ବ୍ଲକ  ବିଜୁ ଜନତା ଦଳର ସମସ୍ତ ଦଳୀୟ କର୍ମୀ ଓ  ସ୍ଥାନୀୟ ଜନ ପ୍ରତିନିଧି ଏକତ୍ରିତ ହୋଇଥିଲେ।ନୂଆଗାଁ ସଦର ମହକୁମାରେ ଥିବା ଡାକବଙ୍ଗଲରେ ସ୍ଵର୍ଗତ ବିଜୁ ବାବୁଙ୍କ  ଶ୍ରାଦ୍ଧ ଦିବସ ପାଳନ କରିଥିଲେ । ତତ ପରେ ପାଖରେ ଥିବା ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ତ୍ରିତ ଭାବରେ ସଫେଇ କରିଥିଲେ ।


ଆଜି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଥିଲା । ଆଜିର ଏହି ଶ୍ରାଦ୍ଧ ଦିବସରେ ନୂଆଗାଁ ବ୍ଲକ ବିଯୁଜନାଦଳର ସଭାପତି ସନ୍ୟାସୀ ନାୟକ ,ଯୁବ ନେତା ସଂକର୍ଷଣ ବେହେରା ,ଦିଲୀପ ଦଲବେହେରା ,ପ୍ରକାଶ ପ୍ରଧାନ ,ବିଜୟ ଶାସମଲ,ରମେଶ ଚନ୍ଦ୍ର ପ୍ରଧାନ ,ଦେବରାଜ ଖଣ୍ଡୁଆଲ  ସମେତ ନୂଆଗାଁ ବ୍ଲକ ର ବିଭିର୍ନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ,ସମିତିସଭ୍ୟ ଓ ଜନପ୍ରତିନିଧି ଉପସ୍ଥିତ ରହିଥିଲେ

 

Post a Comment

0 Comments