👉🏿ନାଗାଲାଣ୍ଡର ଏନଡିପିପି ମୁଖ୍ୟ ନେଫ୍ୟୁ ରିଓଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏନଡିଏ ସରକାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶପଥଗ୍ରହଣ ଉିତ୍ସବ ହେଲା ଅନୁଷ୍ଠିତ ।
👉🏿ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସାମିଲ ହୋଇଥିଲେ
0 Comments