ଡ୍ରାଇଭର ସଙ୍ଘର ଆନ୍ଦୋଳନ : ସଚିବ ଉଷା ପାଢ଼ୀ କହିଲେ, ଆଲୋଚନା ଜରିଆରେ ସବୁ ଦାବିର ହେବ ସମାଧାନ l

 ଡ୍ରାଇଭର ସଂଘ ସହ ପୂର୍ବରୁ ବି ଆଲୋଚନା ହୋଇଛି ଓ ଆଗକୁ ବି ବସି ଆଲୋଚନା ଜରିଆରେ ସମସ୍ୟା ସମାଧାନ ହେବ ବୋଲି କହିଲେ ଉଷା ପାଢୀ ।ସେପଟେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।ଡ୍ରାଇଭର ସଂଘର ଯାହା ଦାବି ରହିଛି ସେଗୁଡିକ କମିଟିରେ ଆଲୋଚନା କରାଯିବ ।ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି ।


ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଚିନ୍ତା କରୁଥିବା କହିଲେ ମନ୍ତ୍ରୀ ଟୁକୁନି ସାହୁ ।

Post a Comment

0 Comments