ଆଜି ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ‘ବର୍ଡର୍-ଗାଭାସ୍କର୍ ଟେଷ୍ଟ୍ ମ୍ୟାଚ୍’ର ୩ୟ ଦିନରେ ରୋହିତଙ୍କୁ ଏହି ସଫଳତା ମିଳିଛି।
ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ୍ରେ ୬୬୪ଟି ମ୍ୟାଚ୍ରେ ସଚିନ ତେନ୍ଦୁଲକର୍ ୩୪,୩୫୭, ୪୯୪ଟି ମ୍ୟାଚ୍ରେ ବିରାଟ କୋହଲି ୨୫,୦୪୭, ୫୦୪ଟି ମ୍ୟାଚ୍ରେ ରାହୁଲ୍ ଦ୍ରାବିଡ଼ ୨୪,୦୬୪, ୪୨୧ଟି ମ୍ୟାଚ୍ରେ ସୌରଭ ଗାଙ୍ଗୁଲୀ ୧୮୪୩୩, ୫୩୫ ମ୍ୟାଚ୍ରେ ଏମ୍ଏସ୍ ଧୋନି ୧୭,୦୯୨, ୪୭୮ଟି ମ୍ୟାଚ୍ରେ ବୀରେନ୍ଦର୍ ସେହ୍ବାଗ୍ ୧୭,୨୫୩ ଏବଂ ୪୩୮ଟି ମ୍ୟାଚ୍ରେ ରୋହିତ ଶର୍ମା ୧୭,୦୦୦ ରନ୍ ସଂଗ୍ରହ କରିଛନ୍ତି।
0 Comments