ନୂଆଗାଁ ବ୍ଲକ ଡମୁଣୀ ସେବା ସମବାୟ ସମିତି ତରଫରୁ ଆୟୋଜିତ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା।

 



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଆଜି ନୂଆଗାଁ ବ୍ଲକ ଗାତେରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମୁଣୀ ସେବା ସମବାୟ ସମିତି ତରଫରୁ ଆୟୋଜିତ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳାଅନୁଷ୍ଠିତ | ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା କେନ୍ଦ୍ରସମବାୟ ସମିତି ନିର୍ଦେକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ,ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ମହୀପୁର କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ସାହାଣୀ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ |  


 ସମବାୟ ବିଭାଗ ତରଫରୁ ଏକ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧ ରେ ସୋଷାଇଟି ମାଧ୍ୟମରେ ଦିଆଜୀବ ।ତତ ସହିତ କୃଷି ଯାନ୍ତ୍ରିକ ଉପକରଣ ମଧ୍ୟ ସୋଳ୍ପ ସୁଧାରେ ଚାଷୀମାନଙ୍କୁ ଯୋଗାଇଦିଆ ଜୀବ ସହିତ ସ୍ୱାୟମ୍ସୟିକା ଗୋସ୍ଥିମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀନା ସୁଧାରେ ରୁଣ ଯୋଗାଇ ଦେବା ପାଇଁ ସମସ୍ତ ଉପସ୍ଥିତ ସଦସ୍ଯଙ୍କୁ ସଚେତନ କରଯାଇଥିଲା । ସମବାୟ ବ୍ଯାଙ୍କ ମାଧ୍ୟମରେ ସମସ୍ତ ଋଣ ସୁବିଧା ନେବାକୁ ବ୍ୟାଙ୍କ ସଂପାଦକ ଲୋକ ଙ୍କୁ ବୁଝାଇଥିଲେ। ଆଜିର ସଭାରେ ପରିଚାଳନା ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟା ସମେତ  ସମସ୍ତ ଚାଷୀ ମାନେ ଯୋଗ ଦେଇଥିଲେ।

Post a Comment

0 Comments