ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମଦ୍ଯରେ ଥିବା ସଂପଡା ମେଗାନର୍ସରୀ ମଧ୍ୟରେ ଜିଲ୍ଲା ସ୍ତରୀୟ ସମନୋୟ ମିଳିତ ସଭା ଅନୁଠିତ ହୋଇଯାଇଛି । ନୟାଗଡ ଜିଲ୍ଲା ବନବିଭାଗର ଦୁଇଟି ଡିଭିଜ ଯଥା ନୟାଗଡ ଓ ମହାନଦୀ ଡିଭିଜନର ସମସ୍ତ ଊଚ୍ଚ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ ,ତତ ସହିତ ନୟାଗଡ ଓ ଦଶପଲ୍ଲା ବିଦୂତ ବିଭାଗର ସମସ୍ତ ଊଚ୍ଚ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ। ଏହି ସଭାର ମୁଖ୍ୟ ଉଦେଶ୍ୟ ଥିଲା ବଣୁଆ ହାତୀଙ୍କ ସୁରକ୍ଷା । ବହୁତ ସମୟରେ ବିଦୂତ ତାର ଆଘାତ ପାଇ ହାତୀ ମୃତ୍ୟୁ ବରଣ କରିଥାନ୍ତି । ସେଥିପାଇଁ ହାତିମାନନ୍କୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ ଅଲୋଚନ କରାଯାଥିଲା ଜଙ୍ଗଲ ମଧ୍ୟଦେଇ ଯାଇଥିବା ଏଲେଟ୍ରି ତାର ସ୍ମ୍ସ୍ପରେ ହାତୀମାନେ କିଭଳି ଆସିବେନି ,ତ୍ରାସଫର୍ମର ଥିବା ସ୍ଥାନରେ ବ୍ୟରିଗେଟ ନିର୍ମାଣ କରାଯିବ ଓ ଜଙ୍ଗଲ ମଧ୍ୟରେ ତାର ଓହଳି ରହିଥିବା ସ୍ଥାନରେ ନୂତନ ବିଦୂତ ଖୁମ୍ବ ଦିଆଯାଇ ତାରକୁ ଉଚରେ ରଖାଯିବ ।
ସେ ଦିଗରେ ଉଭୟ ବନବିଭାଗ ଓ ବିଦୂତ ବିଭାଗ ମିଳିତ ଭବାବ୍ରେ ପଦକ୍ଷପ ନିଆଯିବ ସେ ନେଇ ଆଲୋଚନା କରଯାଇଥିଲା ।ଆଜିର ସଭାରେ ନୟାଗଡ ବନ ଖଣ୍ଡ ଅଧିକାରୀ କ୍ଷମା ଶଢଙ୍ଗୀ ,ମହାନଦୀ ଡିଭିଜନର ବନଖଣ୍ଡ ଅଧିକାରୀ ପାଲଗୋନି ସାରଥି ନାୟକ ,ନୟାଗଡ ACF ସ୍ବେତାଲିନା ଶଢଙ୍ଗୀ, ACF ହିମାଂଶୁ ମୁଦୁଲି , ମହାନଦୀ ଡିଭିଜନର ACF ସୁଦିପ୍ତି ମହାପାତ୍ର ସମେତ ଜିଲ୍ଲାର ସମସ୍ତ ବନପାଳ ଯୋଗଦେଇଥିଲେ । ସେହିପରି ନୟାଗଡ ଓ ଦଶପଲ୍ଲା ବିଦୂତ ଡିଭିଜନ ର SDO ତନ୍ମୟ ପୃଷ୍ଟି ସମସ୍ତ ଯେଇ ଯୋଗଦେଇଥିଲେ ।
0 Comments