ନୂଆଗାଁ ବ୍ଲକ ମାଟ୍ରିକ ପରୀକ୍ଷାରେ ୬ ପରୀକ୍ଷାକେନ୍ଦ୍ରରେ ୧୧୨୧ରୁ ୧୦୯୭ ପରୀକ୍ଷା ଦେଇଥିବା ବେଳେ ୨୪ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ।


 ନୂଆଗାଁ ବ୍ଲକ  ମାଟ୍ରିକ ପରୀକ୍ଷାରେ  ୬ ପରୀକ୍ଷାକେନ୍ଦ୍ରରେ ୧୧୨୧ରୁ ୧୦୯୭ ପରୀକ୍ଷା ଦେଇଥିବା ବେଳେ    ୨୪ଜଣ    ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିଲେ  ।  ଯଥା ବାହାଡଝୋଲା ହାଇସ୍କୁଲ ରେ ୩ ସ୍କୁଲ ରୁ ୧୫୦ମଧ୍ୟରୁ ୨  ଜଣ ଛାତ୍ର ଛାତ୍ରୀ ,ଗ୍ରାମପଞ୍ଚାୟତ ବିଦ୍ୟାପୀଠ ବେରୁଆବାରି ୨ ଟି ସ୍କୁଲରୁ ୧୨୬ ରୁ ୧ଜଣ ଛାତ୍ର ଛାତ୍ରୀ  

ଜଗନ୍ନାଥପ୍ରସାଦ ହାଇସ୍କୁଲ ରେ ୪ ଟି ସ୍କୁଲର ୧୩୬ ରୁ ୮ଜଣ ଜଣ ଛାତ୍ର ଛାତ୍ରୀ  ,ଜନଶକ୍ତି ହାଇସ୍କୁଲ ଚାହାଳି ୪ ଟି ସ୍କୁଲର ୨୨୭ ରୁ ୩ ଜଣଜଣ ଛାତ୍ର ଛାତ୍ରୀ  ,ମହିପୁର ନୋଡାଲ ହାଇ ସ୍କୁଲରେ ୫ଟି ସ୍କୁଲର ୨୨୮ ରୁ ୧ ଜଣ ଛାତ୍ର ଛାତ୍ରୀସେହିପରି ନୂଆଗାଁ ହାଇସ୍କୁଲ ରେ ୪ଟି ସ୍କୁଲର ୨୫୪ ରୁ ୯ ଜଣ ଛାତ୍ର ଛାତ୍ରୀ  ମାଟ୍ରିକ ପରୀକ୍ଷା ଦେବେ ଅନୁପସ୍ଥିତ ରହିଥିଲେ । 


Post a Comment

0 Comments