ମାୟାଧର ମାନସିଂହ ଙ୍କ ଝିଅ ଶ୍ରୀମତୀ ନିବେଦିତା ଆମେରିକାର ୬ଗୋଟି ସ୍ମାରକୀ କୁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କୁ ପ୍ରଦାନ .


ଭାରତର ପୂର୍ବତନ ବୈଦେଶିକ ସଚିବ, ରାଷ୍ଟ୍ରଦୂତ ଓ ଉଚାୟୁକ୍ତ ଶ୍ରୀଯୁକ୍ତ ଲଳିତ ମାନସିଂହ ଓ ବିଖ୍ୟାତ କବି ପୂଜ୍ୟ ମାୟାଧର ମାନସିଂହ ଙ୍କ ଝିଅ    ଶ୍ରୀମତୀ ନିବେଦିତା ଏକ ବିଶେଷ ମୁହୂର୍ତ ରେ ଦାସିଆ ଅଜାଙ୍କ  ପ୍ରସିଦ୍ଧ ସଂଗ୍ରହାଳୟରେ ପ୍ରଦର୍ଶନ ପାଇଁ ଆମେରିକାର ୬ଗୋଟି ସ୍ମାରକୀ କୁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କୁ ପ୍ରଦାନ କରୁଛନ୍ତି।

Post a Comment

0 Comments