ଯଦି ଉଚ୍ଚତା ୪ ଫୁଟ ୧୦ ଇଞ୍ଚ ତେବେ ଆମର ଓଜନ ୪୧ ରୁ ୫୨ କିଲୋଗ୍ରାମ ହେବା ଉଚିତ ।
– ଯଦି ଉଚ୍ଚତା ପାଞ୍ଚ ଫୁଟ, ତେବେ ଆମର ଓଜନ ୪୪ ରୁ ୫୫.୭ କିଲୋଗ୍ରାମ ମଧ୍ୟରେ ହେବା ଉଚିତ ।ଯଦି ଉଚ୍ଚତା ପାଞ୍ଚ ଫୁଟ ଦୁଇ ଇଞ୍ଚ, ତେବେ ଆମର ଓଜନ ୪୯ ରୁ ୬୩ କିଲୋଗ୍ରାମ ମଧ୍ୟରେ ହେବା ଉଚିତ ।
– ଯଦି ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚ, ତେବେ ଆମର ଓଜନ ୪୯ ରୁ ୬୩ କିଲୋଗ୍ରାମ ମଧ୍ୟରେ ହେବା ଉଚିତ ।
– ପାଞ୍ଚ ଫୁଟ ଛଅ ଇଞ୍ଚ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ଓଜନ ୫୩ ରୁ ୬୭ କିଲୋଗ୍ରାମ ମଧ୍ୟରେ ହେବା ଉଚିତ ।
– ଯଦି ଉଚ୍ଚତା ପାଞ୍ଚ ଫୁଟ ଆଠ ଇଞ୍ଚ, ତେବେ ଆମର ଓଜନ ୫୬ ରୁ ୭୧ କିଲୋଗ୍ରାମ ମଧ୍ୟରେ ହେବା ଉଚିତ ।
– ପାଞ୍ଚ ଫୁଟ ଦଶ ଇଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କ ଓଜନ ୫୯ ରୁ ୭୫ କିଲୋଗ୍ରାମ ମଧ୍ୟରେ ହେବା ଉଚିତ ।
– ଯଦି ଆମର ଉଚ୍ଚତା ଛଅ ଫୁଟ, ତେବେ ଆମର ଓଜନ ୬୩ ରୁ ୮୦ କିଲୋଗ୍ରାମ ମଧ୍ୟରେ ହେବା ଉଚିତ୍ ।
ସେହିପରି କେତେ ବର୍ଷ ବୟସରେ ପୁରୁଷ ଓ ମହିଳା ମାନଙ୍କ ଓଜନ କେତେ ରହିବା ଉଚିତ୍ ତାହା ମଧ୍ୟ ଆକଳନ କରାଯାଇଛି । ଯାହା ନିମ୍ନରେ….
୧୯-୨୯ ବର୍ଷର ପୁରୁଷର ଓଜନ ୮୩.୪ କିଲୋଗ୍ରାମ ହୋଇଥିବାବେଳେ ଜଣେ ମହିଳାଙ୍କ ଓଜନ ୭୩.୪ କିଲୋଗ୍ରାମ ହେବା ଉଚିତ୍ ।
୩୦-୩୯ ବର୍ଷର ପୁରୁଷର ଓଜନ ୯୦.୩ କିଲୋଗ୍ରାମ ଥିବାବେଳେ ମହିଳାଙ୍କ ଓଜନ ୭୬.୭ କିଲୋଗ୍ରାମ ପର୍ୟ୍ୟନ୍ତ ହେବା ଉଚିତ୍ ।
୪୦-୪୯ ବର୍ଷ ବୟସ୍କ ପୁରୁଷଙ୍କ ଓଜନ ୯୦.୯ କିଲୋଗ୍ରାମ ଏବଂ ମହିଳାଙ୍କ ଓଜନ ୭୬.୨ କିଲୋଗ୍ରାମ ହେବା ଉଚିତ୍ ।
୫୦-୬୦ ବର୍ଷ ବୟସ୍କ ପୁରୁଷଙ୍କ ଓଜନ ୯୧.୩ କିଲୋଗ୍ରାମ ଏବଂ ମହିଳାଙ୍କ ଓଜନ ୭୭.୦ କିଲୋଗ୍ରାମ ପର୍ୟ୍ୟନ୍ତ ହେବା ଉଚିତ୍ ।
0 Comments