ଆଠଗଡ ରେ ଆକାଶରେ ବିରଳ ଦୃଶ୍ଯ।

 

ଦୀର୍ଘ ୧୭ ବର୍ଷ ପରେ, ଚନ୍ଦ୍ର ଓ ତାରା ର ଅଦ୍ଭୁତ ସଂଯୋଗ ।


ମା ଚନ୍ଦ୍ରଘଣ୍ଟା ଙ୍କ କପାଳରେ ଏଭଳି ଏକ ଚନ୍ଦ୍ର ଥାଏ ଯାହା ତଳେ ଏକ ଘଣ୍ଟି ଥାଏ, ଯାହା ନାଦ ବ୍ରହ୍ମ କୁ ଦର୍ଶାଇ ଥାଏ, ଆଜି ମା ଚନ୍ଦ୍ରଘଣ୍ଟା ଙ୍କ ତିଥି ଏବଂ ନବରାତ୍ର ର ତୃତୀୟ ଦିନରେ ଏଭଳି ବିରଳ ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି ।
ରବି ମୀନ ରାଶି ରେ ଏବଂ ଚନ୍ଦ୍ର ମେଷ ରାଶି ରେ ଥିବା ସମୟରେ ସ୍ଵାତି ନକ୍ଷତ୍ର ଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ୧୭ ବର୍ଷ ପରେ। ଚନ୍ଦ୍ର ଓ ତାରା ର ଅଦ୍ଭୁତ ସଂଯୋଗ।

Post a Comment

0 Comments