ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବରଡାକ୍ଷେମଣ ଜଙ୍ଗଲ ଘଟିଛି ଦୃଘଟଣା । ଖବର ମୁତବକ ଜଗରନ୍ନାଥପ୍ରସାଦ ଗ୍ରାମର ତିଅର ସାହିର ଦୁଇଯୁବକ ବାଇକ ଦ୍ଵାରା ଘରକୁ ଫେରୁଥିବା ସମୟରେ କୌଣସି କାରଣ ବଶତଃ ବାଇକ ଟି ଗଛରେ ପିଟିହୋଇଥିଲା । ଘଟନା ସ୍ଥଳରେ ଜେନ ମୃତ ହୋଇଥିବା ବେଳେ ଜଣଙ୍କର ଗୋଡରେ ଆଘାତ ଲାଗି ଭାଙ୍ଗିଯାଇଥିବାର ସ୍ଥାନୀୟ ଲୋକ ଯାହା ସୂଚନା ଦିଅନ୍ତି । ସେ ଦୁଇ ଜଣ ଯୁବକ ହେଲେ ତିଅର ସାହିର ବୁଲୁ ମହାପାତ୍ର ଓ ପ୍ରଫୁଲ ନାଏକ । ଘଟଣାସ୍ଥଳରେ ବୁଲୁ ମହାପାତ୍ର ମୃତ ହୋଇଥିବା ବେଳେ ପ୍ରଫୁଲ ନାଏକ ଆହତ ହୋଇ ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ହୋଇଛି । ଘଟନା ସ୍ତଳରେ ନୂଆଗାଁ ପୋଲିକ ପହଞ୍ଚି ସବବେବଚ୍ଛଦ ପାଇଁ ମୃତ ବ୍ୟକ୍ତିକୁ ଦଶପଲ୍ଲା ପଠା ଯାଇଛି ।
0 Comments