ନୂଆଗାଁ ବ୍ଲକ ଅଧିନସ୍ଥ ରାଇପୁର ଓ ସୋରଡା ସମବାୟ ବ୍ଯାଙ୍କ ଆନୁକୁଲ୍ଯରେ କୃଷିମେଳା ଓ ସଚେତନତା କାର୍ଯ୍ୟକ୍ରମ ।




ନୟାଗଡ ଜିଲ୍ଲା   ନୂଆଗାଁ ବ୍ଲକ  ମହିପୁର ସମବାୟ ବ୍ଯାଙ୍କ ଆନୁକୁଲ୍ଯରେ ଋଣ ମେଳା ସଚେତନତା କାର୍ଯ୍ୟକ୍ରମ   ରାଇପୁରସୋରଡା ସମବାୟ କେନ୍ଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।    ଆଜିର ସଭାରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ କାର୍ତ୍ତିକ ଜାଲି, ମହିପୁର ଶାଖା ପରିଚାଳକ ସରୋଜ କୁମାର ସାହାଣି,ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ ଉପାଧକ୍ଷ ପର୍ସୁରାମ  ସ୍ଵାଇଁ ସମେତ ଦୁଇ ସମବାୟ ଷୋସାଇଟି  ସଭାପତି ,ସୋଷାଇଟି ଓ ସଂପାଦକ ଯୋଗ ଦେଇଥିଲେ।ତତ ସହିତ ବଡଗୋଠ ,ଢେକେନା ,ଚାହାଳି ପଂଚାୟତ ର ସରପଞ୍ଚ ଯୋଗଦେଇଥିଲେ  ସମବାୟ ବିଭାଗ ତରଫରୁ ଏକ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧ ରେ ସୋଷାଇଟି ମାଧ୍ୟମରେ ଦିଆଜୀବ ।ତତ ସହିତ କୃଷି ଯାନ୍ତ୍ରିକ ଉପକରଣ ମଧ୍ୟ ସୋଳ୍ପ ସୁଧାରେ ଚାଷୀମାନଙ୍କୁ ଯୋଗାଇଦିଆ ଜୀବ ସହିତ ସ୍ୱାୟମ୍ସୟିକା ଗୋସ୍ଥିମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀନା ସୁଧାରେ ରୁଣ ଯୋଗାଇ ଦେବା ପାଇଁ ସମସ୍ତ ଉପସ୍ଥିତ ସଦସ୍ଯଙ୍କୁ ସଚେତନ କରଯାଇଥିଲା ।

  ସମବାୟ ବ୍ଯାଙ୍କ ମାଧ୍ୟମରେ ସମସ୍ତ ଋଣ ସୁବିଧା ନେବାକୁ ବ୍ୟାଙ୍କ ସଂପାଦକ ଲୋକ ଙ୍କୁ ବୁଝାଇଥିଲେ। ଆଜିର ସଭାରେ ପରିଚାଳନା ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟା ସମେତ ରାଇପୁରସୋରଡା ର ସମସ୍ତ ଚାଷୀ ମାନେ ଯୋଗ ଦେଇଥିଲେ।

Post a Comment

0 Comments