ବାହାଡ଼ା ଝୋଲା ଆହାତ ମୟୁର କୁ ଉଧାର କଲେ ବାହାଡ଼ା ଝୋଲା ବନପାଳ।
ସୁଚନା ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଚଳ ଅଧିନସ୍ଥ ବାହାଡ଼ା ଝୋଲା ବନପାଳ ସନାତନ ସ୍ବାଇଁ ଓ ଗାଡ଼ ଦିପ୍ତିମୟୀ ଦାଶ,ରିନାରାଣୀ ସେଠୀ ଙ୍କ ସହିତ ଷ୍ଟାଫ୍ ଝାଡସାହି ଜଙ୍ଗଲ ରେ ନିଆଁ ଲିଭାଇବା ସମୟରେ ଏକ ଆହାତ ମୟୁର କୁ ଉଧାର କରିଥିଲେ ଡେଣାରେ ଆଘାତ ଲାଗିଥିବା ହେତୁ ଚିକିତ୍ସା ଚାଲିଥିବା ସୁଚନା ଦେଇଛନ୍ତି।ଆହାତ ମୟୁର କୁ ଉଧାର କଲେ ବନବିଭାଗ।
0 Comments