ମହିପୁର ଗୋଷ୍ଠୀସ୍ଵାସ୍ଥ୍ୟ ମଧ୍ୟରେ କେନ୍ଦ୍ର ବିଶ୍ଵ ଯକ୍ଷ୍ମା ଦିବସ ଅନୁଷ୍ଠିତ

 




ନୟାଗଡ ଜିଲ୍ଲା ମହିପୁର ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଆଜି ବିଶ୍ଵ ଯକ୍ଷ୍ମା ଦିବସ ଅନୁଷ୍ଠିତ ହହୋଇଯାଇଛି ସାରା ବିଶ୍ଵରୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ସବୁବେଳେ ଚେଷ୍ଟା ଜାରି ରାଖୀଛନ୍ତି ଆଜି ମହିପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ସଭାର ଆୟୋଜନ କରଯାଇଥିଲା ଏହି ସଭାରେ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସତୀଶ ନିବେଦନ ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ

sts ବିଶ୍ଵରଞ୍ଜନ ଦଳେଇ ,ବିପିଏମ ଜ୍ୟୋଚ୍ନରଣୀ ଦାଶ ,ଡାକ୍ତର ଲିପୁନ ବାରିକ ,BAM ମମତା ବିଶୋଇ ,ବିଡିଏମ,ସମସ୍ତ CHO,ANM,ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିଥିଲେ ଯକ୍ଷ୍ମାରୋଗର ଭୟାବହତା ସହିତ ସଚେତନତା ଉପରେ ଅଧିକ ଗୁରୁତ୍ଵ ପ୍ରକାଶ କରାଯାଥିଲା

ନୂଆଗାଁ ବ୍ଲକର ସ୍ଵାସ୍ଥ୍ୟବିଭାଗ  ଏହି ରୋଗର ଉଲେଖ ନିୟ କାର୍ଯ୍ୟ ପାଇଁ ବିଭିର୍ଣ୍ଣ ବର୍ଗରେ କର୍ମଚାରୀଙ୍କୁ ଜିଲ୍ଲା ସ୍ତରରେ ସମ୍ମାନିତ କରାଯାଇଛି  ଜିଲ୍ଲା କାର୍ଯ୍ୟଳୟ ମଧ୍ୟରେ ଅନୁଷ୍ଠିତ ବିଶ୍ଵ ଯକ୍ଷ୍ମା ଦିବସରେ   ଜିଲ୍ଲାପାଳ ଓ ସିଡିଏମଓ ଙ୍କ ଉପସ୍ଥିତିରେ ଶ୍ରେଷ୍ଠ ଅନୁସରଣକାରୀ ଦଳ ସମ୍ମାନ, ଲାବ୍ରୋଟାରୀ ଟେକ୍ନିସିଆନ୍ ଙ୍କୁ ଜୀବନ ସମୟ ଆଚିମେଣ୍ଟ୍ ସମ୍ମାନ ଶ୍ରୀ ପ୍ରାଣକୃଷ୍ଣ ସାହୁ ତତ ସହିତ ସର୍ବୋତ୍ତମ ଆଶା ସମ୍ମାନ ଭାବରେ ଜାକେଡା ପଞ୍ଚାୟତର ବାସନ୍ତୀ ଜାନିଙ୍କୁ ସମ୍ମାନିତ କରଯାଇଥିଲା, ଙ୍କୁ ମିଳିଥିଲା

Post a Comment

0 Comments