ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିତମା ବନବିଭାଗ ଆନୁକୁଲ୍ଯରେ ୫ ଖଣ୍ଡ ଧଉଡା କାଠ ଲିଙ୍ଗରାଜ ଠାକୁରଙ୍କ ରଙ୍କୁଣା ରଥ ଓ ଅଶୋକା ଅଷ୍ଟମୀ ପାଇଁ ଆଜି ପଠା ଯାଇଛି । ସୂଚନା ମୁତାବକ ଆଜି ଖାଲମଡା ବିଟ ଅନ୍ତର୍ଗତ ରଗଡିମଡା ସରଂକ୍ଷିତ ଜଙ୍ଗଲରୁ ବନାଞ୍ଚଳ ଅଧିକାରୀ ଅମରୀତି କୁମାର ସାହୁ ସୂଚନା ଦେଇଅଛନ୍ତି । ବନପାଳ ରାକେଶ କୁମାର ସାହୁ ବନରକ୍ଷୀ ଅର୍ଦ୍ଧେନ୍ଦୁ ପରିଡା ସହଯୋଗ କରିଛନ୍ତି।
0 Comments