ନୂଆଗାଁ ବ୍ଲକ ମାଳିସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟୁଳିସାହି ଠାରେ ମା ଖମ୍ବେଶ୍ୱରୀ ପୀଠରେ ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଯୋଗ ଦେବା ସହିତ ଖଣ୍ଡୁଗାଁ ହାଇସ୍କୁଲ ପଡ଼ିଆ ଠାରେ ମା ଲୀଳାବତୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଖଣ୍ଡୁଗାଁ ପ୍ରିମିୟର ଲିଗ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚରେ
ସନମାନିତ ଅତିଥି ଭାବରେ ଯୋଗଦେବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।
0 Comments