ବାରିହାପିଟା ନିକଟସ୍ଥ ସନ୍ଧି ଠାକୁରାଣୀ ନିକଟରେ ପାଉଡର ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ




ଦଶପଲ୍ଲା ଠାରୁ ଭଞ୍ଜନଗର ରାସ୍ତାର ବାରିହାପିଟା ନିକଟସ୍ଥ ସନ୍ଧି ଠାକୁରାଣୀ ନିକଟରେ ଏକ ଆଲୁମିନିୟମ ପାଉଡର ବୋଝେଇ କଣ୍ଟେନର  ଭାର ସାମ୍ୟ ହରାଇ ରାସ୍ତା କଡ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ରେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି l ସଙ୍ଗେ ସଙ୍ଗେ ଦମକଳବାହିନୀ ଘଟଣା ସ୍ଥଳରେ ପହଂଚି ଡ୍ରାଇଭର୍ କୁ ଉଦ୍ଧାର କରିଥିବା ଜଣାପଡିଛି l

Post a Comment

0 Comments