ଆଜି କାଲିର ପିଲା...

 


ଆମେତ ଭାଗ୍ୟଵାନ ପିଲାରେ   



ଆଉ କେ ଆମ ପରି ଥିଲାରେ

ଆମେ ତ ବିନା ପରୀକ୍ଷାରେ ପାସ

ଆମର କାହାକୁ ନାହିଁ ଯାଏ ସ।

ଆମେ ତ ଉପରେ ଉପରେ ଉଡୁ

କାହାକୁ ମାନୁନା 

ଆଗରେ ଯିଏ ବା ପଡୁ ।

ହ ଉ ଗୁରୁଜନ ଅବା ପିତା

ଆମେ ରଖୁ ନା କାହାରି ସତା

ସତେ ବା ଜଗତ ଜିତା ।


ଆମେ ଧାରାକୁ ମଣୁରେ ସରା

ଚନ୍ଦ୍ରସୂର୍ଯ୍ୟ ଆମ ହାତେ ପରା

ଆମେ ହାତରେ କାଟିବୁ ମୁଣ୍ଡ

ଆମପାଟି ଅଟେ ବ୍ରହ୍ମ। ତୁଣ୍ଡ ।

ହଉ ଆଜି କି ଏତିକି ଥାଉ

ତମେ ପଚାରିଲେ ଆମେ କହୁ.........।


Post a Comment

0 Comments